ମା ଅନ୍ୟ ମାନଙ୍କ ଘରେ ରୁଟି ବେଲିକରି ପୁଅକୁ ପଢାଇଲେ ପାଠ , ୨୨ ବର୍ଷର ବୟସରେ IPS ହୋଇଗଲା ପୁଅ ଆଉ ତାପରେ କିନ୍ତୁ..

ଆଜି ଆମେ ଆପଣଙ୍କୁ ଏମିତି ଏକ ସଫଳ ପୁଅର କାହାଣୀ କହିବୁ ଯାହା ସମୟର ସହ ଲଢିକରି ମା ବାପାଙ୍କର ନାଁକୁ ଉଜ୍ଜଳ କରିଛନ୍ତି , ତାଙ୍କ ମା ତାଙ୍କୁ ପଢାଇବାପାଇଁ ଅନ୍ୟ ମାନଙ୍କ ଘରେ ଯାଇକରି ରୁଟି ବେଲୁଥିଲେ, ଓ ବାପା ଠେଲା ଲଗାଉଥିଲେ, ଏତିକି ନୁହେଁ ଯେବେ ତାଙ୍କର ଉପିଏସ୍ ସି ପରୀକ୍ଷା ଥିଲା ତେବେ ପ୍ରଥମେ ଦୁର୍ଘଟଣା ହେଲା , ବହୁତ ଦିନ ହେଲା ମେଡିକାଲ୍ ରେ କାଟିଥିଲେ ।କିନ୍ତୁ ସେ ହାର୍ ମାନିନଥିଲେ ଓ ଆଜି ଦେଶର ଯୁବା ଆଇପିଏସ୍ ହୋଇଛନ୍ତି , ହଁ ଆଜ୍ଞା ଆମେ କଥା ହେଉଛୁ ସଫିନ୍ ହସନଙ୍କର , ସାଫିନ୍ ଯେଉଁ ଭଳି ଭାବେ ୟୁପିଏସ୍ ସି ପରୀକ୍ଷା ପାସ୍ କଲେ , ତାପରେ ମେଡିକାଲ୍ ରେ ଆସିକରି ଇଣ୍ଟରଭ୍ୟୁର ସାମ୍ନା କଲେ ତାହା କେଉଁ ଯୁବାକୁ ପ୍ରେରଣା ଦେବାର ପାଇଁ ବହୁତ କିଛି ଅଟେ , ଏହି ବ୍ୟକ୍ତି କାହାଣୀ କେଉଁ ଅନ୍ଧକାର ରୁ ଆଲୋକର ରଶ୍ମୀକୁ ଆସିବାର ପ୍ରେରଣା ଦେବ , ଭାଙ୍ଗିଯାଈଥିବା ଭାଗ୍ୟ ଏହି ପରି ପ୍ରେରଣାଦାୟୀ ହୋଇପାରେ , ଯାହା ସତରେ ଅକଳ୍ପନୀୟ ।

ଚେହେରାରେ ହସ ରଖୁଥିବା ସଫିନ୍ କାହାଣୀ ଏହିପରି ଅଟେ , ସେ ସୁରଟର ଏକ ଗାଁରେ ରହୁଥିଲେ, ଡାଇମଣ୍ତ ଇଣ୍ତଷ୍ଟ୍ର୍ରିରେ ମାନ୍ଦା ଅବସ୍ଥା ଚାଲୁଥିବା ଯୋଗୁଁ ତାଙ୍କ ବାପା ମା ଚାକିରି ଛାଡିଥିଲେ,  ତାପରେ ମା ଙ୍କୁ ଘର ଘରରେ ରୁଟି ବେଲିବାକୁ ଚାକିରି ଆସିଲା , ବାପା ଇଲେକ୍ଟ୍ରିସିଆନ୍ ଥିଲେ,  ତାହା ସହ ଜାଡୋରେ ଚାହା ଓ ଅଣ୍ତାର ଠେଲା ଲଗାଉଥିଲେ । ସଫିନ୍ ଲୋକପ୍ରିୟ ପ୍ରୋଗ୍ରାମ୍ ଜିନ୍ଦେଗୀ ୱିଥ୍ ସଫିନ୍ ରେ କହିଲେ କି ଯେବେ ସେ ଛୋଟ ଥିଲେ , ତେବେ ତାଙ୍କ ମାଙ୍କ ସହ ମିଶିକରି ନିଜ ଘର ତିଆରି କରିଥିଲେ,  ,ସେ ନିଜେ ଦିନସାରା କାମ କରିବାପ୍ ଅରେ ମଜୁରି କରୁଥିଲେ, କାରଣ ସେହି ଲୋକଙ୍କର ପାଖରେ ପଇସା ନଥିଲା , ଓ କିଛି କରଜ ନେଇଥିଲେ ।

ସଫିନ୍ କହନ୍ତି କି ସେ ଯେବେ ଘରେ ସଂଘର୍ଷର ସ୍ଥିତି ଦେଖିଲେ ସେ ପୁରା ପାଠପଢାରେ ଫୋକସ୍ କଲେ,  ସେ ସ୍କୁଲ୍ ରେ ପଢୁଆ ଛୁଆଙ୍କ ରୁପରେ ଜଣାଯାଊଥିଲେ, ଗାଁରେ ପ୍ରାଇମେରି ଓ ହାଇସ୍କୁଲ୍ ପାଠ ପଢିବାପାଇଁ ତାଙ୍କ ପାଖରେ ପଇସା ନଥିଲା,  ସେ ସହରରେ ଯାଇକରି ଇଣ୍ଟର୍ କଲେଜରେ ଆଡମିଶନ୍ ନେଲେ , ତେବେ ଗାଁରେ ପ୍ରାଇଭେଟ୍ ଇଣ୍ଟର କଲେଜ୍ ଖୋଲିଲା , ଯେଉଁଠି ବହୁତ ଦାମି ଫିମ୍ ରେ ଦାଖିଲ୍ ମିଳିଲା , ଯେବେ ସେ ନ୍ୟାଶନାଲ୍ ଇନଷ୍ଟିଟ୍ୟୁଡ୍ ଅଫ୍ ଇନଞ୍ଜିନିୟରିଙ୍ଗ୍ ରେ ସିଲେକ୍ଟ ହେଲେ ତେବେ କିଏ ହେଲେ ବି ତାଙ୍କର ଫିସ୍ ଭରିକରି ଓ ହଷ୍ଟେଲ୍ ଖର୍ଚ୍ଚ ବହନ କରୁଥିଲା , ହଁ ଛୁଟି ସମୟରେ ଛୁଆଙ୍କୁ ପଢାଇ ଫିସ୍ ଏକାଠି କରୁଥିଲେ, ଯାହା ହେଉଥିଲା ସେ ସେଥିରେ ଫିସ୍ ଭରୁଥିଲେ,

ସଫିନ୍ ଯେବେ ଅଧିକା ପାଠ ପଢିବାପାଇଁ ଦିଲ୍ଲୀ ଆସିଥିଲେ ତେବେ ଏକ ମୁସଲିମ୍ ଦମ୍ପତି ତାଙ୍କ ପାଠପଢା ଖର୍ଚ୍ଚ ଉଠାଇଥିଲେ,  ତାଙ୍କୁ ଜଣାଥିଲା କି ଏହି ପିଲା ଯାହା ଭାବିନେଇଛି ତାହା ନିଶ୍ଚିତ କରିଦେଖାଇବ , ୟୁପିଏସ୍ ସି ପରୀକ୍ଷା ପୂର୍ବରୁ ହୋଇଗଲା ତାଙ୍କର ଦୁର୍ଘଟଣା , ଯେବେ ସେ ୟୁପିଏସ୍ ସି ର ପ୍ରଥମ ପେପର୍ ଦେବାକୁ ଯାଊଥିଲେ , କିନ୍ତୁ ତାଙ୍କର ଡାହାଣ ହାତ ସଠିକ୍ ଥିଲା,  ଯାହା ସତ୍ତ୍ୱେ ସେ ଏହି ପରି ସ୍ଥିତିରେ ସେ ପରିକ୍ଷା ଦେଇଥିଲେ, ତାପରେ ସେ ମେଡିକାଲ୍ ରେ ଭର୍ତ୍ତି ହୋଇଥିଲେ, ଲିଖିତ ପରୀକ୍ଷାରେ ଯେବେ ଇଣ୍ଟରଭ୍ୟୁର ସମୟ ଆସିଲା ତେବେ ସେ ଏକ ମାସ ପାଈଁ ମେଡିକାଲ୍ ରେ ଥିଲେ,  ସେ ସେଠାରୁ ବାହାରିବାର ଏକ ସପ୍ତାହ ପରେ ଇଣ୍ଟରଭ୍ୟୁ ଦେଇଥିଲେ ।

ସଫିନ୍ ଙ୍କୁ ପରିଶେଷରେ ଇଣ୍ଟରଭ୍ୟୁ ପରେ ୧୭୫ତମ ରାଙ୍କ୍ ମିଳିଲା , ଯାହା ଦ୍ୱାରା ତାଙ୍କର ଆଇପିଏସ୍ ହେବାର ସ୍ୱପ୍ନ ପୁରା ହୋଇଗଲା , ଯେବେ ଏହି ଖବର ସେ ସବୁଠାରୁ ପ୍ରଥମେ ମାଙ୍କୁ କହିଲେ ତେବେ ତାଙ୍କ ମାଙ୍କ ଆଖିରୁ ଲୁହ ଚାଲି ଆସିଥିଲା,  କିନ୍ତୁ ମା ପୁଅ ପାଇଁ ତାହା କ୍ଷଣ ଥିଲା,  ଯାହାର ଅପେକ୍ଷା ସେ ଜୀବନ ସାରା ଅପେକ୍ଷା  କରିଥିଲେ ।

Leave a Reply