ଓଜନ କମ୍ କରିବାପାଇଁ ଏକ ଅବୈର୍ଥ ଔଷଧୀ ଅଟେ ଗୁଜୁରାତି , ଜାଣନ୍ତୁ ଏହାର ଅନେକ ଫାଇଦା ବିଷୟରେ…

ସମସ୍ତଙ୍କ ଘରେ ଗୁଜୁରାତି ଥାଏ । ସମସ୍ତଙ୍କ ରୋଷେଇ ଘରେ ଏହା ମିଳୁଥିବା ସବୁଜ ଗୁଜୁରାତିର ଜାଇକାରେ ଏହାର ଖାଦ୍ୟ ପ୍ରସ୍ତୁତ ହୁଏ , ଏହା କ୍ଷୀରି, ହାଲୱା, ଓ ପଲଉ ରେ ପକାଯାଏ , ଏକ ଗବେଷଣାରୁ ଜଣାଯାଏ କି ଏହା ଏକ ଛୋଟ କରାମତି ଜିନିଷ ଓଜନ କମାଇବାରେ କାମ କରିଥାଏ, ଗୁଜୁରାତି କୋଲେଷ୍ଟ୍ରୋଲ୍ କମ୍ କରିବା ସହ ଗ୍ଲୁକୋଜ୍ କୁ ବି ସୁଧାରିଥାଏ , ଓ ପେଟରେ ଅତ୍ୟାଧିକ ଚର୍ବି ବୃଦ୍ଧି କରେ ନାହିଁ ।ଯଦି ଆପଣଙ୍କୁ ଗୁଜୁରାତିର ସେବନ କରିବାର ଅଛି ତେବେ ଚାହାରେ ପକାଇପାରିବେ , ରିସର୍ଚ୍ଚ ଅନୁସାରେ ଗୁଜୁରାତିର ପାଉଡର୍ ସେବନ କରିଲେ ପେଟର ଚର୍ବିକୁ ଏହା କମ୍ କରିଥାଏ , ଏହାର ନିୟମିତ ସେବନରେ ଶରୀରରେ କୌଣସି ଖରାପ ପ୍ରଭାବ ପକାଏ ନାହିଁ ।

ଗୁଜୁରାତିରେ ଏପରି ତତ୍ତ୍ୱ ଅଛି ଯାହା ଶରୀରରୁ ଅତ୍ୟାଧିକ ଚର୍ବିକୁ କମ୍ କରିଥାଏ ଏହି କାରଣରୁ ଗୁଜୁରାତି କୋଲେଷ୍ଟ୍ରୋଲ୍ କୁ କମ୍ କରିଥାଏ ।ଆୟୁର୍ବେଦକୁ ମାନିଲେ ଗୁଜୁରାତି ଶରୀରରେ ମହଜୁତ୍ ହୋଇଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ , ଏହା ତତ୍ତ୍ୱ ଶରୀରର ରକ୍ତ ପ୍ରବାହକୁ ଭଲ କରିଥାଏ , ଓ ଆମ ମଧ୍ୟରେ ଉର୍ଜାର ସଂଚାର କରିଥାଏ , ଗୁଜୁରାତିକୁ ଚାହା ସହ ସେବନ କଲେ ଏହା ଭଲ ହୋଇଥାଏ , ଗୁଜୁରାତି ଏପରି ଏକ ଜିନିଷ ଅଟେ ଯାହାକି ଶରୀରରେ ଥିବା ଅମ୍ଳକୁ ବାହାର କରିଦିଏ । ଏହା ଚର୍ବି ହଟାଇବା ଗୁଣର କାରଣରୁ ଗୁଜୁରାତି ଶରୀରରେ ଖରାପ କୋଲେଷ୍ଟ୍ରୋଲ୍ କୁ ବାହାର କରିଥାଏ , ଏହା ଏଲ୍ ଡିଏଲ୍ କୋଲେଷ୍ଟ୍ରୋଲ୍ ଓ ଟ୍ରାଇଗ୍ଲିସରାଇଡ୍ସ କୁ କମ୍ କରିଥାଏ ,

ସବୁଜ ଗୁଜୁରାତି ଅପଚ ସମସ୍ୟାକୁ ଶେଷ କରିଦିଏ , ଯାହା ଦ୍ୱାରା କେବେ ପେଟ ଫୁଲିବା ପରି ସମସ୍ୟା ଆସେ ନାହିଂମ୍ , ଏହି କାରଣରୁ ସବୁଜ ଗୁଜୁରାତି ଗ୍ୟାଷ୍ଟ୍ରୋଇଣ୍ଟେଟାଇନଲ୍ ବିକାରକୁ ପ୍ରଚଳିତ ମେଡିସିନ୍ କୁହାଯାଏ, ଭଲ ପାଚନ ତନ୍ତ୍ର ଓଜନ କମାଇବାପାଇଁ ଏହା ଗୁରୁତ୍ୱ ପୂର୍ଣ୍ଣ ହୋଇଥାଏ ।

Leave a Reply