ନିଜ ସ୍ୱାମୀ ଓ ବୟଫ୍ରେଣ୍ତ ସହ ଏହି ମହିଳା କିଛି ଏପରି କଲେ ଯେ , ଯାହାକୁ ଜାଣିଲେ ଆପଣ ବି ଚକିତ ହୋଇଯିବେ..

ଅଷ୍ଟ୍ରିଆର ଏକ ଆଇସକ୍ରିମ୍ ପାର୍ଲରରେ ଏକ ଚକିତ କଲାଭଳି ଘଟଣା ଘଟିଛି , ଏହି ଆଇସକ୍ରିମ୍ ପାର୍ଲରର ଭିତରେ ସିବର୍ ପାଇପ୍ ର ମେଣ୍ଟେନାନ୍ସ ପାଇଁ ଖୋଳାଖୋଳି ଚାଲୁଥିଲା,  କିନ୍ତୁ ସେହି ସମୟରେ ଖୋଳୁଥିବା ଲୋକ ନଜର କାନ୍ଥ ଆରପଟ ଏକ ଫ୍ରିଜର୍ ଉପରେ ପଡିଲା , ଯେବେ ସେହି ଫ୍ରିଜର୍ କୁ ଖୋଲିକରି ଦେଖିଲେ ତେବେ ସମସ୍ତ ଚକିତ ହୋଇଗଲେ , ଏହି ଫ୍ରିଜର୍ ଭିତରେ ଦୁଇଟି ଲୋକଙ୍କର ମୃତ ଅଙ୍ଗ ମହଜୁତ୍ ଥିଲା,  ସେହି ଲୋକ ଏହି ସବୁ ଦେଖିବାପରେ ପୋଲିସ୍ କୁ ତୁରନ୍ତ ଏହି ବିଷୟରେ ଖବର ଦେଲେ , ଯେବେ ପୋଲିସ୍ ସେହି ଆଇସକ୍ରିମ୍ ପାର୍ଲର୍ ରେ ପହଞ୍ଚିଲେ , ତେବେ ମାଲିକ ଏଷ୍ଟିବାଲିଜ୍ କେରେଜା ଫ୍ଲାଇଟ୍ ରେ ବସି ଅନ୍ୟ ଏକ ଦେଶକୁ ଯାଇସାରିଥିଲେ , ଏହା ସହ ପୋଲିସ୍ ର ସନ୍ଦେହ ତାଙ୍କ ଉପରେ ଆହୁରି ସ୍ପଷ୍ଟ ହୋଇଯାଇଥିଲା ।

ଏହି ପୁରା ମାମଲାର ସୁଚନା ଦେଇକରି ପୋଲିସ୍ କହିଲେ କି ଆଇସକ୍ରିମ୍ ପାର୍ଲରର ମାଲିକାଣୀ ଏଷ୍ଟିବାଲିଜ୍ ନିଜ ପୂର୍ବ ସ୍ୱାମୀ ଓ ପ୍ରେମୀଙ୍କୁ ହତ୍ୟା କରିଦେଇଥିଲେ , ସେ ତାଙ୍କୁ ଜୀବନରେ ମାରିଦେବା ସହ ଶରୀରର ବହୁତ ଖଣ୍ତ କରିଦେଇଥିଲେ , ଓ ତାହାକୁ ଜମା କରିଦେଇଥିଲେ । ଏତିକି ନୁହେଁ ସେହି ଶରୀରର ଖଣ୍ତକୁ ଠିକଣା ଲଗାଇବାପାଇଁ କିଛି ସାଇନ୍ସ କ୍ଲାସେସ୍ ବି ସାହାଯ୍ୟ ନେଲେ । ଏଷ୍ଟିବାଲେଜ୍ ୨୦୦୮ ରେ ନିଜ ପୂର୍ବ ସ୍ୱାମୀ ହୋଲ୍ଗର୍ ହୋଲ୍ଜଙ୍କୁ ଜୀବନରେ ମାରିଦେଇଥିଲେ , ଏହାର ଦୁଇ ବର୍ଷ ପରେ ସେ ଆଇସକ୍ରିମ୍ ମେସିନ୍ ବିକ୍ରି କରୁଥିବା ନିଜ ପ୍ରେମୀ ମ୍ୟାନ୍ ଫ୍ରେଣ୍ତ ହିଂଣ୍ଟନ୍ ବର୍ଗରଙ୍କୁ ଜୀବନରେ ମାରିଦେଇଥିଲେ,  ଏହି ଦୁହେଁ ମାମଲାରେ ସେ ୨୦୧୨ ମସିହାର ବିୟନାରେ ଆଜୀବନ କାରାଦଣ୍ତର ଦୋଷୀ ହୋଇଥିଲେ । ସବୁଠାରୁ ପ୍ରଥମେ ସେ ଦୁହେଁଙ୍କୁ ଏକ ଗରମ ଭଟିରେ ରଖିକରି ତାଙ୍କୁ ଜଳାଇଥିଲେ , ଓ ତାହାପରେ ତାଙ୍କର ଶରୀରର ଖଣ୍ତ ଖଣ୍ତ କରି ଫ୍ରିଜର୍ ରେ ରଖିଦେଇଥିଲେ, ଏହାପରେ ସେ ଦୁହେଁଙ୍କ ଶବକୁ ଷ୍ଟୋର୍ ର ରୁମ୍ ରେ ରଖିଦେଇଥିଲେ, ଦଣ୍ତ ବିଧାନ ହେବାର ୨ ବର୍ଷ ପରେ ଏଷ୍ଟିବାଲେଜ୍ ଏକ ବହି ଲେଖିକରି ନିଜ ଭୟାନକ କାରନାମାର ବିଷୟରେ ସୁଚନା ଦେଇଥିଲେ ।

ରିପୋର୍ଟ ଅନୁସାରେ ଛାଡପତ୍ର ହେବାପରେ ଘର ଛାଡିବାକୁ ମନା କରିବାପରେ ଏଷ୍ଟିବାଲେଜ୍ ପ୍ରଥମ ଟାର୍ଗେଟ୍ ତାଙ୍କ ସ୍ୱାମୀ ହେଲେ , ସେ ଖୁଲାସା କରି କହିଥିଲେ କି ଥରେ ସଂନ୍ଧ୍ୟାରେ ନିଜ କମ୍ୟୁଟରରେ ତାଙ୍କ ସ୍ୱାମୀ କିଛି କାମ କରୁଥିଲେ, ତାପରେ ସେ ପଛପଟୁ ଆସିକରି ତାଙ୍କ ଗଳା ପାଖରେ ବନ୍ଧୁକ ରଖି ଗୁଳି ମାରିଦେଇଥିଲେ, ଓ ଏହାପରେ ଆଇସକ୍ରିମ୍ ବନାଉଥିବ ମେସିନ୍ ଆବାଜ୍ ପଛରେ ସ୍ୱାମୀଙ୍କ ଶବକୁ ଏକ ମେସିନ୍ ରେ କାଟିଲେ ଓ ତାଙ୍କ ଶରୀରର ଖଣ୍ତ ଅଲଗା ଅଲଗା କରିଦେଲେ,  ଓ ଷ୍ଟୋର୍ ର ବେସମେଣ୍ଟରେ ଲୁଚାଇରଖିଦେଲେ ।

ସେମିତି ୨ ବର୍ଷପରେ ମଦ ନିଶା ଦ୍ୱାରା ପ୍ରେମୀ ସହ ଝଗଡା ହୋଇଯିବାପରେ ତାହାର ବି ହତ୍ୟା କରିଦେଇଥିଲେ,  ଏତିକି ନୁହେଁ ଏହି ଦୁହେଁ ହତ୍ୟାର ଫଳାଫଳ ଦେବାପାଇଁ ସେ ଗୋଳିଚଲାଇବା ଓ ଶବକୁ ଠିକଣା ଲଗାଇବା ତରିକା ବିଷୟରେ ଶିଖିଥିଲେ, ସେ କହିଲେ ତାଙ୍କ ପ୍ରେମୀ ନିଶାରେ ଚୁର୍ ଥିଲେ , ଓ କବାଟ ଆଡକୁ ମୁହଁ କରି ଶୋଇଥିଲେ,  ସେ ବହୁତ ଜୋର୍ ରେ ଘୁଙ୍ଗୁଡି ମାରୁଥିଲେ,  ଯାହା ଦ୍ୱାରା ଏଷ୍ଟିବାଲିଜ୍ ଙ୍କୁ ରାଗ ଆସିଲା , ଓ ସେ ବିଛଣା ତଳୁ ଲୁଚାଇରଖିଥିବା ପିସ୍ତଲ ବାହାର କଲେ ଓ ଗୁଳି ମାରିଦେଲେ , ସେ ନିଜର ବହି ମାଇ ଟୁ ଲାଇଫ୍ ଏ ଟ୍ରୁ ଷ୍ଟୋରୀ ଅଫ୍ ଦି ଆଇସ୍ ଲେଡି ରେ ଏହି କଥାକୁ ବିସ୍ତାର କରି ଜଣାଇଛନ୍ତି , ସେହି ବହିରେ ଏହା ବି ଲେଖିଛନ୍ତି କି ସେ କହିଥିଲେ କି ସେ ଯେଉଁ ଦୁହେଁଙ୍କୁ ହତ୍ୟା କରିଥିଲେ ତାଙ୍କୁ ସେ ବହୁତ ଭଲ ପାଉଥିଲେ । ମୋତେ ଏହି କଥାର ଅଫସୋସ୍ ଅଛି କି ମୁଁ ୨ ଟି ମାଙ୍କ ତାଙ୍କ ନିରିହ ଛୁଆଙ୍କୁ ଛଡାଇନେଲି , ମୋତେ ସେହି ଦୁହେଁଙ୍କର ସାଥିରେ ରହିବା ଜରୁରି ତାହା ଯେପରି ହେଉ ।

Leave a Reply