କିଡନୀର କୌଣସି ରୋଗକୁ ଜଡରୁ ଶେଷ କରିଦିଏ ଏହି ଗଛର ପତ୍ର , ଆଜି ହିଁ ଜାଣିନିଅନ୍ତୁ ଏହି ଗଛ ବିଷୟରେ ନିଶ୍ଚୟ କାମରେ ଆସିବ..

ୱାର୍ଲଡ୍ କିଡନୀ ଡେ ର ଏକ ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ ୧୪ ପ୍ରତିଶତ ମହିଳାମାନେ ଓ ପ୍ରାୟ ୧୨ ପ୍ରତିଶତ ପୁରୁଷ କିଡନୀ ସଂମ୍ପର୍କିତ ସମସ୍ୟାରେ ପିଡିତ ଅଛନ୍ତି , ଆପଣଙ୍କୁ କହିଦେବୁ କି ଭାରତରେ ସବୁ ବର୍ଷ ୨ ଲକ୍ଷ ଲୋକ କିଡନୀର ସମସ୍ୟାରେ ଚିନ୍ତିତ ଅଛନ୍ତି , ଓ କିଡନୀ ରୋଗ ଏପରି ଏକ ସମସ୍ୟା ଅଛି , ଯାହାର ପ୍ରାରମ୍ଭିକ ଲକ୍ଷଣ ସହଜରେ ଜଣାପଡେ ନାହିଁ । ଓ ଆମକୁ ତେବେ ଜଣାପଡେ ଯେବେ ଆମର କିଡନୀ ପ୍ରାୟ ୬୦ ପ୍ରତିଶତ ଖରାପ ହୋଇଯାଇଥାଏ ।ଯଦି ଆପଣ ସଠିକ୍ ସମୟରେ ଏହାର ଲକ୍ଷଣଗୁଡିକୁ ଚିହ୍ନଟକରି ଏହାର ଚିକିତ୍ସା କରିନିଅନ୍ତି , ତେବେ ଆପଣଙ୍କ କିଡନୀ ଖରାପ ହେବାରୁ ରକ୍ଷାପାଇପାରିବେ , କିଡନୀ ରୋଗର ନିରାକରଣ ପାଇଁ ବହୁତ ସାରା ଚିକିତ୍ସା ମହଜୁତ୍ ଅଛି , କିନ୍ତୁ ଏହା ଉପରେ ଚର୍ଚ୍ଚା ଅଧିକା ହୋଇଥାଏ । ଓ ଏମିତିରେ ଆପଣଙ୍କୁ ଅଧିକା ପଇସା ଖର୍ଚ୍ଚ କରିବାକୁ ପଡିଥାଏ ,

ଶୋଧକର୍ତ୍ତାଙ୍କ ମାନିଲେ କିଡନୀ ସହ ଯୋଡି ହୋଇଥିବା ରୋଗଗୁଡିକ ଚିକିତ୍ସାପାଇଁ କିଛି ଖାସ୍ ଜଡିବୁଟି ବ୍ୟବହାର କରି ଆପଣ ଏହି ରୋଗକୁ ନିରାକରଣ୍ କରିପାରିବେ , ଆପଣଙ୍କୁ କହିଦେବୁ କି ପାରମ୍ପାରିକ ଚିକିତ୍ସାର ପଦ୍ଧତି ଅନୁସାରେ ଏହି କଥାକୁ ଦାବି ହୋଇଛି କି ସାବଧନତା ସହ ଭୋଜନ କରିଲେ , ଓ ଅଧିକା ବ୍ୟାୟାମ ସହ ଜଡୀବୁଟି ସେବନ କରିଲେ ଶରୀରର ଗତି ଅଧିକା ଧିମା ହୋଇଯାଏ , ଓ ରୋଗଗୁଡିକୁ ନିରାକରଣ କରାଯାଇପାରିବ , ବୈଜ୍ଞାନିକ ଅଧ୍ୟୟନରୁ ଏହି କଥାର ଦାବି ହୋଇଛି କି ପୁନର୍ନବା ଏକ ଏପରି ଏକ ଗଛ ଅଟେ, ଯାହାର ଆପଣ ଯଦି ସେବନ କରନ୍ତି ତେବେ ଆପଣଙ୍କୁ ଏହି ରୋଗ ସହଜରେ ମୁକ୍ତି ପାଇପାରିବେ ।

ଏବେ କିଛି ଅଧ୍ୟୟନରୁ କିଡନୀ ସହ୍ ଯୋଡି ହୋଇଥିବା ଏକ ମହିଳା ପୁନର୍ନବା ରୁ ତିଆରି ହୋଇଥିବା ସିରପ୍ ପ୍ରାୟ ୧ ମାସ ପର୍ଯ୍ୟନ୍ତ ଦିଆଗଲା , ଯାହାକି ତାଙ୍କ ରକ୍ତରେ ୟୁରିଆ ସ୍ତର ସ୍ୱସ୍ଥ୍ୟ ହୋଇଯାଇଥିଲା , ବନାରସର ହିନ୍ଦୁ ବିଶ୍ୱବିଦ୍ୟାଳୟ ରେ କରାଯାଇଥିବା ଏହି ଅଧ୍ୟୟନ କୁ ୱାର୍ଲଡ୍ ଜେନେରାଲ୍ ଅଫ୍ ଫାର୍ମାସି ଆଣ୍ତ ଫର୍ମାସ୍ୟୁଟିକ୍ଲ ସ୍ ସାଇନ୍ସ ପ୍ରକାଶିତ କରାଯାଇଥିଲା,  ଆପଣଙ୍କୁ କହିଦେବୁ କି ପୁନର୍ନବା ରେ ପୂର୍ବୀ ନାମକ ଗଛରେ ପୋଟାସିୟମ୍ , ନାଇଟ୍ରେଟ୍ ,ଓ କ୍ଲୋରେଟ୍ ପରି ଗୁଣ ମିଳିଥାଏ । ଏହା ଛଡା ଏହାକୁ ସୋଡିୟମ୍ ପ୍ରୋଟିନ୍ ଓ ଭିଟାମିନ୍ ଡି ଭଣ୍ତାର ବି ଅଛି , ଆପଣଙ୍କୁ କହିଦେବୁ କି କମଳର୍ ପତ୍ର , ପତହରର ଚୁର୍ ଓ ଅନ୍ୟ ଜଡିବୁଟି ସହିତ ପୁନର୍ନବା ରେ ବନାଯାଇଥିବା ଔଷଧୀ ପ୍ରଭାବଗୁଡିକ ବିଷୟରେ କୁହାଯାଈଛି ,ବିଏଚ୍ ୟୁ ର ଦ୍ରବ୍ୟ ଗୁଣ ବିଭାଗ ପ୍ରମୁଖ ଏକେ ଦ୍ୱିବେଦୀ କହିଲେ କି ଏହି ସିରପ୍ ରେ ଔଷଧୀୟ ଫର୍ମୁଲେସନ୍ କିଛି ପର୍ଯ୍ୟନ୍ତ ଡାୟଲିସିସ୍ କିଛି ପର୍ଯ୍ୟନ୍ତ ବିକଳ୍ପ ହୋଇପାରେ । ଏହି ଆୟୁର୍ବେଦିକ ଉପଚାରକୁ ମିଳୁଛି ପ୍ରୋତ୍ସାହନ ।

ଆପଣଙ୍କୁ କହିଦେବୁ କି ଏଲୋପାଥି ରେ କିଡନୀ ରୋଗର ଉପଚାର ପାଇଁ ସିମିତ ବିକଳ୍ପ ହେବାର କାରଣରୁ ଏବେ ଆୟୁର୍ବେଦ ଉପରେ ଏହାର ପ୍ରଭାବ ପଡୁଛି , ଗଙ୍ଗା ରାମ ହସ୍ପିଟାଲ୍ ରେ ସିନିୟର୍ ଡାକ୍ତର ମନିଷ ମଲିକ୍ ଏହି କଥାଉ କହିଲେ କି ଏଲୋପାଥି ରେ କିଡନୀ ରୋଗର ଉପଚାର ପାଇଁ ସିମିତ ସମ୍ଭାବନା ଅଛି , ଏହାର ଉପଚାର ମହଙ୍ଗା ବି ହୋଇଥାଏ । ଯାହା ସବୁ ବ୍ୟକ୍ତି ନେଇପାରିବେ ନାହିଁ । କିନ୍ତୁ ମଲିକ୍କ୍ ଏହି କଥାକୁ ମାନିଲେ କି ପୁନର୍ନବା ଏକ ଜଡିବୁଟି ହୋଇଥାଏ ଯାହାର ବ୍ୟବହାର ଯଦି ରୋଗି କରିଥାଏ ତେବେ ଅଧିକା ଲାଭକାରୀ ହୋଇଥାଏ ।

Leave a Reply