ଅଧିକ ମିଠା ଖାଇବା ଦ୍ୱାରା ନୁହେଁ ବରଂ ଏହି 4 ଗୋଟି କାରଣରୁ ହେଇଥାଏ ଡାଇବେଟିଜ ସମସ୍ୟା, ଜାଣନ୍ତୁ ଏହା ବିଷୟରେ

ଆଜିକାଲି ବ୍ୟସ୍ତବହୁଳ ସମୟ ରେ ଲୋକେ ନିଜ ସ୍ୱାସ୍ଥ୍ୟ ର ସଠିକ ଧ୍ୟାନ ରଖି ନ ଥାନ୍ତି ଏହି କାରଣ ରୁ ନାନା ପ୍ରକାର ର ରୋଗ ର ଶିକାର ହେଇଥାନ୍ତି I ଅନିୟମିତ ଖାଦ୍ୟ ପେୟ ବି ଏହା ର ଏକ ମୁଖ୍ୟ କାରଣ ଅଟେ I ଅଧିକାଂଶ ଘରେ ଆପଣ ଯେମିତି ହେଲେ ଗୋଟେ ଡାଇବେଟିଜ ରୋଗୀ ଙ୍କୁ ଦେଖିବାକୁ ପାଇବେ I ଲୋକଙ୍କ ର ମନ ରେ ଏହି ଚିନ୍ତା ରହିଛି କି ଅଧିକ ମିଠା ର ସେବନ ଦ୍ୱାରା ଡାଇବେଟିଜ ରୋଗ ହେଇଥାଏ Iମିଠା ଖାଇବା ସହ ଡାଇବେଟିଜ ର କୌଣସି ସମ୍ବନ୍ଧ ନ ଥାଏ I ଡାଇବେଟିଜ ର ମୁଖ୍ୟ କାରଣ ହେଉଛି ଇନ୍ସୁଲିନ I ଇନ୍ସୁଲିନ ର ମାତ୍ରା କମିଗଲେ ଡାଇବେଟିଜ ର ଆଶଙ୍କା ବଢିଥାଏ I ତେଣୁ ଆପଣ ଚାହିଁଲେ ମିଠା ପରିବର୍ତେ ସ୍ବିତ୍ନେର ର ବ୍ୟବହାର କରିପାରିବେ I Iଡାଇବେଟିଜ ବି ୨ପ୍ରକାର ର ହେଇଥାଏ ଗୋଟେ ହେଉଛି ଟାଇପ ଏ ଓ ଆଉ ଗୋଟେ ଟାଇପ ବି , ଯେତେବେଳେ ବି ଶରୀର ରେ ଇମ୍ୟୁନିଟି ସିଷ୍ଟମ ରେ ଗଡବଡୀ ହେଇଥାଏ ତ ସେହି ସମୟ ରେ ଶରୀର ରେ ଡାଇବେଟିଜ ପରି ରୋଗ ଦେଖିବାକୁ ମିଳିଥାଏ I

ଆସନ୍ତୁ ଜାଣିବା ଡାଇବେଟିଜ ର କାରଣ I -ଯେଉଁ ବ୍ୟକ୍ତି ପର୍ଯ୍ୟାପ୍ତ ପରିମାଣ ରେ ସୋଇ ନ ଥାଏ ସେହି ବ୍ୟକ୍ତି ଙ୍କ ର ଡାଇବେଟିଜ ର ସମ୍ଭାବନା ବଢ଼ିଯାଇଥାଏ I ତେବେ ଆପଣ ଚେଷ୍ଟା କରନ୍ତୁ ପର୍ଯ୍ୟାପ୍ତ ସମୟ ଶୋଇବା ପାଁଇ I-ଯେଉଁ ବ୍ୟକ୍ତି ଙ୍କ ର ଅଧିକ ମୋଟାପଣ ରହିଛି ସେହି ବ୍ୟକ୍ତି ଙ୍କ ର ବି ଡାଇବେଟିଜ ର ଆଶଙ୍କା ରହିଛି I ଅଧିକ ଜଙ୍କ ଫୁଡ, ସୁଗାର ଅଧିକ ଶରୀର ପାଁଇ ହାନିକାରକ ଅଟେ ଏବଂ ଏହା ଦ୍ୱାରା ଆପଣ ରୋଗଗ୍ରସ୍ତ ହେଇଥାନ୍ତି I-ବିଶେଷଜ୍ଞ ଙ୍କ ଅନୁସାରେ ଅଧିକ ଦୁଶ୍ଚିନ୍ତା ବି ଶରୀର ରେ ସୁଗାର ର ମାତ୍ରା କୁ ବୃଦ୍ଧି କରିଥାଏ ତେଣୁ ଏହା ଦ୍ୱାରା ବି ଜଣେ ବ୍ୟକ୍ତି ଡାଇବେଟିଜ ର ଶିକାର ହେଇଥାଏ I-ଯେଉଁ ବ୍ୟକ୍ତି ସାରା ଦିନ ନିଜ ଅଫିସ ରେ ଚୌକି ରେ ବସିରହିଥାଅ ସେହି ବ୍ୟକ୍ତି ଙ୍କ ର ବି 80% ପ୍ରତିସଦ ଡାଇବେଟିଜ ର ଆଶଙ୍କା ବଢ଼ିଯାଇଥାଏ I

Leave a Reply