ଗଞ୍ଜାପଣ, ପାଇଲ୍ସ, ଡେଙ୍ଗୁ ପରି ୧୦ ଟି ରୋଗକୁ ଜଡରୁ ଶେଷ କରିବାରେ ସାହାଯ୍ୟ କରିଥାଏ ଏହି ସାଧାରଣ ଗଛ , ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର…

ଆପଣ ସମସ୍ତେ ବହୁତ ସାରା ଗଛ ବିଷୟରେ ଜାଣିଥିବେ । ଯାହା କେବଳ ଫୁଲର ବାସ୍ନାରୁ ନୁହେଁ ବରଂ ନିଜ ଔଷଧୀୟ ଗୁଣ ପାଇଁ ଲୋକପ୍ରିୟ ଅଟେ , ହଁ ଆଜ୍ଞା କହିଦେବୁ କି ଏମିତି ଏକ ଗଛ ଅଛି ହର ସିଙ୍ଗାର୍ , ଏହି ଗଛର ଫୁଲ ବିଜ ଓ ଛାଲ ପ୍ରୟୋଗ କରି ଆମେ ନାନା ପ୍ରକାରର ରୋଗରୁ ମୁକ୍ତି ପାଇପାରିବା , ଆପଣଙ୍କୁ କହିଦେବୁ କି ଏହି ଫୁଲକୁ ଜାଫରି ରାତରାଣି ନାଁରେ ଜଣାଯାଏ , କାରଣ ଏହି ଗଛର ଫୁଲ୍ ଖାଲି ରାତିରେ ଫୁଟିଥାଏ , ଓ ସକାଳୁ ଏହା ମଉଳିଯାଏ , ଆପଣଙ୍କୁ କହିଦେବୁ କି ଗଛର ପତ୍ରର ସହ ଏହାର ଫୁଲ ବି ଅଧିକା ଫାଇଦାଦାୟକ ଅଟେ ।ହରସିଙ୍ଗାର ପତ୍ରର ରସ କିମ୍ବା ଏହାର ଚାହା ନିୟମିତ ରୁପରେ ସେବନ କରିଲେ ଆପଣଙ୍କ ଶରିରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଯାଏ , ଏହା ଛଡା ପେଟରେ କୃମି ମାରିବା , ଗଞ୍ଜାପଣ, ସ୍ତ୍ରୀ ରୋଗ , ସ୍କ୍ରିନ୍ ରୋଗ ଆଦି ସହାୟକ ହୋଇଥାଏ , ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ , ଏହାର ଫାଇଦା ବିଷୟରେ ।

ଆଜି କାଲି ଖରାପ ଖାଦ୍ୟପେୟକୁ ନେଇ ଅଧିକାଂଶ ଲୋକେ ଗଞ୍ଜାପଣର ଶିକାର ହୋଇଥାନ୍ତି , ବହୁତ ସାରା ଲୋକ ଏହି ଗଞ୍ଜାପଣରୁ ମୁକ୍ତି ପାଇବା ପାଇଁ ବହୁତ ସାରା ପଇସା ଖର୍ଚ୍ଚ କରିବସନ୍ତି , ବଡ ବଡ ଡାକ୍ତରଙ୍କ ପାଖକୁ ଯାଅନ୍ତି , ଓ ମହଙ୍ଗା ମହଙ୍ଗା ମେଡିସିନ୍ ଖାଇବାପରେ ବି କିଛି ଫଳାଫଳ ମିଳେ ନାହିଂମ୍ , ଏମିତିରେ ଆଜି ଆମେ ଆପଣଙ୍କୁ ଫୁଲର ମଞ୍ଜିରୁ ପାଣିରେ ସହ ପେଷିକରି ନିଜ ବାଳରେ ୨ ସପ୍ତାହ ପର୍ଯ୍ୟନ୍ତ ନିୟମିତ ଲଗାଇବାକୁ କହିବୁ , ଏହା ଆପଣଙ୍କ ବାଳଗୁଡିକ ଝଡିବା , ଓ ଗଞ୍ଜାପଣରୁ ମୁକ୍ତି ଦେବ ,

ଯଦି ଆପଣ ସାଇଟିକା ରୋଗରେ ଆକ୍ରାନ୍ତ ଅଛନ୍ତି , ତେଏବ୍ ଆପଣ ଦୁଇ କପ୍ ପାଣିରେ ଭଲ ଭାବେ ସିଝାଇଦିଅନ୍ତୁ , ଓ ଏହାକୁ ସେତେ ପର୍ଯ୍ୟନ୍ତ ସିଝାନ୍ତୁ , ଯେତେ ପର୍ଯ୍ୟନ୍ତ ଏହା ଫୁଟି ଫୁଟି ଅଧା ନ ହୋଇଛି,  ତାପରେ ଥଣ୍ତା ହେବା ପାଇଁ ରଖିଦିଅନ୍ତୁ , ଓ ଏହାର ସେବନ ସକାଳୁ ଖାଲି ପେଟରେ କରନ୍ତୁ , ଏହା ଦ୍ୱାରା ଆପଣଙ୍କୁ ଆଶ୍ୱସ୍ତି ମିଳିପାରିବ ,

ଯଦି ଆପଣଙ୍କୁ ଆଣ୍ଠୁଗଣ୍ଠିର ପୀଡା ଅଛି , ତେବେ ଏମିତିରେ ହରସିଙ୍ଗାରର ଛଅଟି କିମ୍ବା ସାତଟି ପତ୍ରକୁ ଛିଡାଈ ଭଲ ଭାବରେ ପେଷି ଦିଅନ୍ତୁ , ଓ ତାକୁ ପାଣିରେ ପକାଇ ଭଲ ଭାବରେ ସିଝାନ୍ତୁ , ଓ ତାକୁ ସେତେ ପର୍ଯ୍ୟନ୍ତ ସିଝାନ୍ତୁ ଯେବେ ପାଣିରେ ମାତ୍ରା ଅଧା ନ ହୋଇଛି, ଏହାକୁ ଥଣ୍ତା ହେବା ପରେ ନିୟମିତ ରୁପରେ ସକାଳୁ ସେବନ କରନ୍ତୁ , ଏହାକୁ ସେବନ କରିଲେ ଆପଣଙ୍କ ଆଣ୍ଠୁ ଗଣ୍ଠିର ବାତ କିମ୍ବା ପୀଡା ଦୂର ହୋଇଯିବ ।

Leave a Reply